ଦ୍ୱିପ୍ରହର ରେ ଲଂଚ ବ୍ରେକରେ ସ୍ୱାମୀ ଯେତେବେଳେ ଅଫିସରୁ ଘରକୁ ଫେରିଲେ ଦେଖିଲେ ଯେ ତାଙ୍କ ସ୍ତ୍ରୀ କୁଆଡ଼େ ବି ଯାଇନାହାନ୍ତି ଘରେ ହିଁ ଅଛନ୍ତି ଆଉ ରୋଷେଇ କରି ଟେବୁଲ ରେ ସଜେଇ ରଖିଛନ୍ତି।
:- ଆଉ ଏଟା ହେଉଛି ସ୍ୱାମୀ ସ୍ତ୍ରୀ ଭିତରେ ଥିବା ଭଲ ପାଇବା
:- ଆଉ ଏଟା ହେଉଛି ସ୍ୱାମୀ ସ୍ତ୍ରୀ ଭିତରେ ଥିବା ଭଲ ପାଇବା
ଏହା ପରେ ଦୁଇଜଣ ଅଲଗା ରୁମରେ ଯାଇ ଶୋଇଗଲେ,
କେହି କାହା ସହ କଥା ହେଲେନି କି କେହି କାହାକୁ ଖାଇବା ପାଇଁ ବି ଡାକିଲେନି,କି ନିଜେ ବି ଖାଇଲେନି।
:-ଆଉ ଏଟା ହେଉଛି ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ ଥିବା ଅଭିମାନ
ସନ୍ଧ୍ୟା ବେଳେ ସ୍ତ୍ରୀ ପିଲା ମାନଙ୍କୁ ଟିଉସନ ନେଇଗଲା
:-ଏଟା ହେଉଛି ସ୍ତ୍ରୀ ର ଦାଇତ୍ୱ

ଏପଟେ ବିଚରା ସ୍ୱାମୀ କୁ ପ୍ରବଳ ଭୋକ ଲାଗିଯାଇଥାଏ,ତା ପରେ ଡାଇନିଂ ରୁମ କୁ ଯାଇ ଦେଖିଲା ଯେ ଟେବୁଲ ଉପରେ ଦୁଇଟା ପ୍ଲେଟ ଅଛି ଆଉ ଦୁଇ ଗ୍ଲାସ ଜଳ ଅଛି,ଆଉ ଖାଇବା ବି ସେଇ ସାଇଡ ରେ ଅଛି, କିନ୍ତୁ ସେତେବେଳେ ସେ ଖାଇଲେନି। ଭାବିଲେ ସ୍ତ୍ରୀ ଆସିଲେ ଏକା ସାଙ୍ଗରେ ଖାଇବା ।
ଆଉ ୟାକୁ ହିଁ କୁହନ୍ତି ଅପେକ୍ଷା।
ଆଉ ୟାକୁ ହିଁ କୁହନ୍ତି ଅପେକ୍ଷା।
ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ଲାଗି ସ୍ୱାମୀ ରାଗରେ ଅଫିସ ପଳେଇଗଲା
ତା ପରେ ସ୍ତ୍ରୀ ରୁମକୁ ଆସି ମ୍ୟାସେଜ କଲେ ଯେତୁମେ ଯେଉଁ କାରଣପାଇଁ ଖାଇନ ମୁଁବି ସେଇ କାରଣପାଇଁ ଖାଇନି।ଆଉ ୟାକୁ ହିଁକୁହନ୍ତି ପରସ୍ପର ପ୍ରତିପ୍ରେମ
କେବଳ ପ୍ରେମ ଭଲପାଇବା ଦେଇ ସଂସାର ଚାଲେନି ସଂସାର ଚଲେଇବା ପାଇଁ ହେଲେ ଦରକାର ବିଶ୍ୱାସ ଅଭିମାନ ଦାୟିତ୍ୱବୋଧ,ଅପେଖା

Loading suggestions...